ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
Category: ଓଡ଼ିଶା
କୃଷ୍ଣଲୀଳାର ଶତାୟୁ ସାଧକ ଗୁରୁ ଗୋପିନାଥ ସ୍ବାଇଁ।
ଏଇ ବୟସରେ ବି ବାର୍ଦ୍ଧକ୍ୟ ତାଙ୍କୁ ରୋକି ପାରିନାହିଁ । ୧୦ ବର୍ଷରୁ ୧୦୭ ବର୍ଷ, କୃଷ୍ଣଲୀଳାର ପ୍ରଚାର ପ୍ରସାରରେ ନିଜକୁ କରିଛନ୍ତି ସମର୍ପିତ। ଅନେକ ଶିଷ୍ୟଙ୍କୁ ତିଆରି କରିଛନ୍ତି ସେ, ସେମାନଙ୍କ ମଧ୍ୟରୁ ଅନେକ ଆଜି ଗୁରୁ ହୋଇ ପ୍ରଚାର ପ୍ରସାର କରୁଛନ୍ତି ଓଡ଼ିଶାର ପାରମ୍ପାରିକ ଲୋକକଳା କୃଷ୍ଣଲୀଳା। କିନ୍ତୁ ସେ ଯେ କୃଷ୍ଣଲୀଳା ଗୀତର ଜଣେ କିମ୍ବଦନ୍ତୀ ପୁରୁଷ ତାହାକୁ ସ୍ବୀକାର କରିବାକୁ ପ୍ରତିଟି ଓଡ଼ିଆ ବାଧ୍ୟ।
ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
ପୁରୀ ପ୍ରସିଦ୍ଧ ସାହିଯାତ |
ପୁରୀ ପ୍ରସିଦ୍ଧ ସାହିଯାତ। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
ଦଣ୍ଡ ଚଡ଼େୟା ନୃତ୍ୟ |
ଭକ୍ତ ଚଢ଼େୟାର ନୃତ୍ୟ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
ଗୋପାଳ ଲଉଡି ଖେଳ।
ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
