ଭାରତୀୟ ଦର୍ଶନ ଓ ସଂସ୍କୃତି ଆଧାରିତ ଆମର ନିଆରା କାର୍ଯ୍ୟକ୍ରମ “ଭାରତୀୟ ଦର୍ଶନ ଓ ସଂସ୍କୃତି”। ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଦେଖନ୍ତୁ। ଆପଣ ଯଦି ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
Month: June 2025
ଜାଣନ୍ତୁ କେମିତି ଗଲେ ମହାପ୍ରଭୁଙ୍କର ହେବ ଦର୍ଶନ?
ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଭକ୍ତଙ୍କ ସହିତ କରନ୍ତି ଅଦୃଶ୍ୟ ଲୀଳା, ଭକ୍ତ ଓ ଭଗବାନଙ୍କ ଭାବକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ମହାପ୍ରଭୁଙ୍କ ମହିମା”। ଆପଣ ଯଦି ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
କବି ରାଧାନାଥ ରାୟଙ୍କ “ମହାଯାତ୍ରା” ମହାକାବ୍ୟ – ପ୍ରଥମ ସର୍ଗ |
କାବ୍ୟ ଓ କବିମାନଙ୍କୁ ପିଢ଼ି ପିଢ଼ି ଧରି ବଞ୍ଚେଇରଖିବା ପାଇଁ ଆମର ଏ ସ୍ବତନ୍ତ୍ର କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
