ଭାରତୀୟ ଦର୍ଶନ ଓ ସଂସ୍କୃତି ଆଧାରିତ ଆମର ନିଆରା କାର୍ଯ୍ୟକ୍ରମ “ଭାରତୀୟ ଦର୍ଶନ ଓ ସଂସ୍କୃତି”। ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
Month: June 2024
ଭକ୍ତ ପାଇଁ ଉପବାସ ରହିଲେ ମହାପ୍ରଭୁ !
ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଭକ୍ତଙ୍କ ସହିତ କରନ୍ତି ଅଦୃଶ୍ୟ ଲୀଳା, ଭକ୍ତ ଓ ଭଗବାନଙ୍କ ଭାବକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ମହାପ୍ରଭୁଙ୍କ ମହିମା”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
ଠାକୁର ଅଭିରାମ ପରମହଂସଙ୍କ ଲୋକପ୍ରିୟ ଭଜନ “କୃଷ୍ଣଙ୍କୁ ଦିଅ ତୁ ତୁଳସୀ” |
ଓଡ଼ିଶାର ପ୍ରାଚୀନ କବିମାନଙ୍କର ଉତ୍କୃଷ୍ଟ ରଚନାର ସରଳ ବ୍ୟାଖ୍ୟାକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ପ୍ରାଚୀନ ଓଡ଼ିଆ ଗୀତିକବିତା”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
