ଜାଣନ୍ତୁ କ’ଣ ରହିଛି ପଖାଳ ର ଔଷଧୀୟ ଗୁଣ |

ଓଡ଼ିଆ ପରମ୍ପରାରେ ପଖାଳର ଯେଉଁଭଳି ବିଶେଷତ୍ଵ ରହିଛି, ସେହିପରି ପଖାଳର ଔଷଧୀୟ ଗୁଣ ମଧ୍ୟ ରହିଛି। ଜାଣନ୍ତୁ କ’ଣ ରହିଛି ପଖାଳ ର ଔଷଧୀୟ ଗୁଣ।

ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ପ୍ରସିଦ୍ଧ ଦୋଳ ଯାତ୍ରା |

ଗାଁ ଠାରୁ ସହର ଯାଏଁ ପୁରଠାରୁ ପଲ୍ଲୀ ଯାଏଁ , ଯେତେବେଳେ ଫଗୁଣମାସରେ ଦୋଳ ଆସେ ଚଳଚଞ୍ଚଳ ହୋଇଉଠେ ସଭିଙ୍କ ମନ। କାରଣ ଏଠି ମଣିଷ ମଣିଷ ନୁହଁ ବରଂ ମଣିଷ ଓ ଭଗବାନଙ୍କର ହୁଏ ଭାତୃତ୍ବଭରା ମିଳନ । ଭଗବାନ ଦୋଳ ଗୋବିନ୍ଦ ପ୍ରତି ଭକ୍ତଙ୍କ ଦୁଆରକୁ ଆସନ୍ତି ଭୋଗ ଖାଇବାପାଇଁ। ଏହି ତ ହେଉଛି ଦୋଳ ଯାତ୍ରାର ମାହାତ୍ମ୍ୟ।

ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

କୃଷ୍ଣଲୀଳାର ଶତାୟୁ ସାଧକ ଗୁରୁ ଗୋପିନାଥ ସ୍ବାଇଁ। 

ଏଇ ବୟସରେ ବି ବାର୍ଦ୍ଧକ୍ୟ ତାଙ୍କୁ ରୋକି ପାରିନାହିଁ । ୧୦ ବର୍ଷରୁ ୧୦୭ ବର୍ଷ, କୃଷ୍ଣଲୀଳାର ପ୍ରଚାର ପ୍ରସାରରେ ନିଜକୁ କରିଛନ୍ତି ସମର୍ପିତ। ଅନେକ ଶିଷ୍ୟଙ୍କୁ ତିଆରି କରିଛନ୍ତି ସେ, ସେମାନଙ୍କ ମଧ୍ୟରୁ ଅନେକ ଆଜି ଗୁରୁ ହୋଇ ପ୍ରଚାର ପ୍ରସାର କରୁଛନ୍ତି ଓଡ଼ିଶାର ପାରମ୍ପାରିକ ଲୋକକଳା କୃଷ୍ଣଲୀଳା। କିନ୍ତୁ ସେ ଯେ କୃଷ୍ଣଲୀଳା ଗୀତର ଜଣେ କିମ୍ବଦନ୍ତୀ ପୁରୁଷ ତାହାକୁ ସ୍ବୀକାର କରିବାକୁ ପ୍ରତିଟି ଓଡ଼ିଆ ବାଧ୍ୟ।

ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।